ରୁଇଦାତ୍ Ruidāt
- ବୈଦେ. ବି. (କଚିରିଆ) (ଫା. ରୁଏଦାଦ୍= ସମାଚାର, ବୃତ୍ତାନ୍ତ, ଅବସ୍ଥା, ବିବରଣ, କୈଫିୟତ୍, ବ୍ଯବସ୍ଥା, ଅଦାଲତଙ୍କ କାର୍ଯ୍ୟକ୍ରମ) — କୌଣସି ବିଷୟ ବା ମକଦ୍ଦମା ସମ୍ବନ୍ଧରେ ବିବରଣଯୁକ୍ତ ଅଦାଲତଙ୍କ ଲିପି; ଯୁକ୍ତି ସମ୍ବଳିତ ମକଦ୍ଦମାର ରାୟ — Written proceeding of a court containing the particulars or statements about a case
- ବୈଦେ. ବି. (କଚିରିଆ) (ଫା. ରୁଏଦାଦ୍= ସମାଚାର, ବୃତ୍ତାନ୍ତ, ଅବସ୍ଥା, ବିବରଣ, କୈଫିୟତ୍, ବ୍ଯବସ୍ଥା, ଅଦାଲତଙ୍କ କାର୍ଯ୍ୟକ୍ରମ) — [ଦ୍ର— ଏ ଶବ୍ଦ ମୁସଲମାନ୍ ରାଜତ୍ୱ ସମୟରେ ଓ ନୂଆ ଇଂରେଜୀ ଅମଳରେ ଓଡ଼ିଶାରେ ବଚେରିରେ ବ୍ଯବହୃତ ହେଉଥିଲା।]