ରୁଆଳୀ Ruāḻī

  • ଦେ. ବିଣ. — ରୁଆଯୁକ୍ତ — Set with or consisting of tiny globules or granules; granular
  • ଦେ. ବିଣ. — (ଯଥା— ରୁଆଳି ଗୁଣା।)
  • ଦେ. ବିଣ. — କ୍ଷୁଦ୍ର ଓ ଗୋଲାକାର — Tiny and globular; granular
  • ଦେ. ବିଣ. — ଅଂଶୁମୟ — Fibrous
  • ବି. ପୁଂ. ଓ ସ୍ତ୍ରୀ — ଯେଉଁ ଲୋକମାନେ ବିଲରେ ଧାନ ରୁଅନ୍ତି — Those workmen or labourers who transplant paddy or other seedlings
  • ବି. ପୁଂ. ଓ ସ୍ତ୍ରୀ — (ବଣିଆଙ୍କ ଶବ୍ଦ)— କିଟିକିଟାରେ ବାଡିଆ ହେବାଦ୍ୱାରା ରୁଆ ରୁଆ ହୋଇଥିବା ତାର — A wire dented into a line of globules or granules with the help of a kiṭikiṭā (a grooved metal mould)