ରୁଆଇବା Ruāibā

  • ଦେ. କ୍ରି (ସଂ. ରୁ ଧାତୁ ଣିଜନ୍ତ ରୋପି ଧାତୁ) — ଅନ୍ଯ ଦ୍ୱାରା ରୋପଣ କରାଇବା — To cause to plant
  • ଦେ. କ୍ରି (ସଂ. ରୁ ଧାତୁ ଣିଜନ୍ତ ରୋପି ଧାତୁ) — ରୋପଣ କରିବା — To plant