ରୁଆ ବେଉଡ଼ା Ruā beuṟḍ̠ā
- ଦେ. ବି (ସହଚର) — ଧାନ ଫସଲ ଆବାଦ କରିବାର ଦୁଇଟି ପ୍ରକ୍ରିୟା, ରୋଇବା ଓ ବେଉଡ଼ିବା — Transplanting and puddling
- ଦେ. ବି (ସହଚର) — [ଦ୍ର—ବୁଆ ଧାନକୁ ବେଉଡ଼ା ଯାଏ, ଅର୍ଥାତ୍ ବୁଆ ଧାନ— ଗଛ ଉଠିଥିବା କିଆରିକୁ ହଳ ଦ୍ୱାରା ବେଉଡ଼ିବାକୁ ହୁଏ; କିନ୍ତୁ ରୁଆ ଧାନକୁ ବେଉଡ଼ିବାକୁ ହୁଏ ନାହିଁ। ଧାନ ଗଛ ଉଠି ନ ଥିବା କିଆରିରେ ପାଣି ଭର୍ତ୍ତିକରି ହଳ ବୁଲାଇ ମଇ ଆଦି ଦେଇ ସମତୁଲ କରି ସେ କିଆରିରେ ଧାନତଳିକୁ ରୋଇବାକୁ ବା ପୋତିବାକୁ ହୁଏ।]