ରୁଆ ବସା ଗୁଣା Ruā basā guṇā

  • ଦେ. ବି — ଯେଉଁ ଗୁଣା ବା ନାକପୁଡ଼ାରେ ପିନ୍ଧାଯିବା ଅଳଙ୍କାରରେ ସୁନାର ଟିକିଟିକି ବିନ୍ଦୁମାନ ଖଚିତ ହୋଇଥାଏ — A kind of nose flower set with small granules of gold