ରୀତିସଙ୍ଗତ Rītisaṅgata

  • ସଂ. ବିଣ. — ଆଚାର ସଙ୍ଗତ; ରୀତି ଅନୁସାରେ କରାଯାଉଥିବା — Conformatory of the custom; customary
  • ସଂ. ବିଣ. — ଯାହା ଭାଷାରେ ପ୍ରାକୃତୀ ରୀତି ଅନୁସାରେ କଥିତ ବା ଲିଖିତ — Idiomatic