ରୀତିନୀତି Rītinīti

  • ଦେ. ବି (ସହଚର) — ମନୁଷ୍ୟର ଚାଲିଚଳନ — Conduct or behaviour of a person
  • ଦେ. ବି (ସହଚର) — ଦେଶପ୍ରଚଳିତ ଆଚାର ବ୍ଯବହାର — Customs and usages of a country; manners and custom
  • ଦେ. ବି (ସହଚର) — ଦେଶପ୍ରଚଳିତ ବିଧି ଏବଂ ନୀତିବାଦମାନ — Customs and theories