ରୀତିଗ୍ରାହୀ Rītigrāhī

  • ସଂ. ବିଣ. ପୁଂ. — ପ୍ରଥା ବା ନିୟମକୁ ସ୍ୱୀକାର କରି ତଦନୁସାରେ କାର୍ଯ୍ୟ କରୁଥିବା — Observing a custom; following a custom