ରିଷ୍ଟ ଯୋଗ Rishṭa j̄oga

  • ସଂ. ବି (ଜ୍ୟୋତିଷ) — ଗ୍ରହମାନଙ୍କର ଅଶୁଭକର ଅବସ୍ଥିତି — Evil position of planets
  • ସଂ. ବି (ଜ୍ୟୋତିଷ) — (ଯଥା—ଏପରି ଘଟିଲେ ମନୁଷ୍ୟର ଅମଙ୍ଗଳ ଓ ବିଘ୍ନାଦି ଘଟେ।)