ରିଷ୍ଟ ଖଣ୍ଡନ Rishṭa khaṇḍana

  • ସଂ. ବି —( 6 ଷ୍ଠୀ ତତ୍) — ଧର୍ମାଧିକ୍ୟରୁ ପାପ ବା ଅଶୁଭ କଟିଯିବା — Freedom or absolution from sins; the destruction of evil (by the preponderance of good.)
  • ସଂ. ବି —( 6 ଷ୍ଠୀ ତତ୍) — ଶାସ୍ତ୍ରୋକ୍ତ ଦାନାଦିଦ୍ୱାରା ଜ୍ୟୋତିଷୋକ୍ତ ରିଷ୍ଟର ବାରଣ — The remedying of the evil effects of unpropitious planets by following the means enjoined in the ṡāstras