ରିଶିବତ୍ Riṡibat

  • ବୈଦେ. ବି—[ଆ. ରିସ୍ବତ୍] — ଲାଞ୍ଚ; ଉତ୍କୋଚ; ଘୁଷ୍; ଅଣ୍ଟାଗୁଞ୍ଜା — Illegal gratification; bribe
  • ବୈଦେ. ବି—[ଆ. ରିସ୍ବତ୍] — [ଉ—ପିଢ଼ାରୁ ଲାଉ କଖାରୁଟା ଛଡ଼ା ବାହାରି ଠାରୁ କିଛି ଲାଞ୍ଚ ରିଶ୍ପତ୍ ଛୁଏଁ ନାହିଁ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]