ରିଶିବତ୍ ଖୋର୍ Riṡibatkhor

  • ବୈଦେ. ବିଣ (ଫା. ରିସ୍ବତ୍ଖୋର) — ଉତ୍କୋଚଗ୍ରାହୀ; ଲାଞ୍ଚୁଆ; ଯେଉଁ ବ୍ଯକ୍ତି ଉତ୍କୋଚ ଗ୍ରହଣକରେ — One habituated to taking bribe