ରିଭଲ୍ଭର୍ Ribhalbhar

  • ବୈଦେ. ବି. (ଇଂ. ରିଭଲ୍ଭର୍) — ଏକପ୍ରକାର ଘୂର୍ଣ୍ଣାୟମାନ ବହୁ ନଳିଯୁକ୍ତ ଛୋଟ ବନ୍ଧୁକ; (ଏହାକୁ ପକେଟରେ ରଖା ଯାଇ ପାରେ) — A revolver (gun)