ରିଭଲିଉସନ୍ Ribhaliusan
- ବୈଦେ. ବି. (ଇଂ.) — ଦେଶବ୍ୟାପୀ ରାଜ- ବିଦ୍ରୋହ; ମେଳି — Revolution; revolt
- ବୈଦେ. ବି. (ଇଂ.) — ହଠାତ୍ ଗୁରୁତର ପରିବର୍ତ୍ତନ — Sudden change
- ବୈଦେ. ବି. (ଇଂ.) — ଘୂରିବା — Revolution; revolving
- ବୈଦେ. ବି. (ଇଂ.) — ଘୂରିବାର ଥର — Revloution; one revolve