ରିପୋଟ୍ Repoṭ

  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — କୌଣସି ଘଟନାର ଲିଖିତ ବିବରଣୀ ବା ବୃତ୍ତାନ୍ତ — A written report
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — (ଯଥା— ବାର୍ଷିକ ରିପୋର୍ଟ; ସଭାର ରିପୋର୍ଟ।)
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — ଉର୍ଦ୍ଧ୍ୱତନ କର୍ମଚାରୀ ବା କର୍ତୃପକ୍ଷଙ୍କ ପ୍ରେରିତ କୌଣସି ଘଟନାର ବିବରଣ — A report submitted to a higher authority
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — (ଯଥା—ପୁଲିସ୍ ରିପୋର୍ଟ, ଜନ୍ମ ମୃତ୍ୟୁ ରିପୋର୍ଟ)
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — ଜମିଦାରୀ ଇତ୍ୟାଦି ପାଇଁ ଦେୟ ରାଜସ୍ୱ ବା ସଦର ଜମା — The revenue payable to Government for a Zamindary or tenure
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — କର୍ତ୍ତୃପକ୍ଷଙ୍କ ନିକଟକୁ ଅଧସ୍ତନ କର୍ମଚାରୀଙ୍କ ପ୍ରେରିତ ବା ସାଧାରଣଙ୍କ ଅବଗତି ନିମନ୍ତେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରେରିତ କୌଣସି ବିଷୟର ଲିଖିତ ସଟୀକ ବିବରଣ — Report of a subordinate to the authorities or a report published by the authorities for general information
  • ବୈଦେ. ବି. (କଚିରିଆ) (ଇଂ. ରିପୋର୍ଟ) — [ଦ୍ର—ଇଂ. ରିପୋର୍ଟ — (Report)ର ମୌଳିକ ଅର୍ଥ ଯାହା ଶୁଣାଯାଏ ବା କଥିତ ବିବରଣ କିନ୍ତୁ କଥିତ ବିବରଣ ସାଧାରଣତଃ ଲିଖିତ ଆକାର ଧାରଣ କରିବାରୁ ଏ ଶବ୍ଦ ଲିଖିତ ବିବରଣକୁ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ଅଧସ୍ତନ ବ୍ଯକ୍ତିଙ୍କ ପ୍ରେରିତ ଲିଖିତ ବିବୃତିକୁ ବୁଝାଇ ଅଛି]