ରିପୁବଳ Ripu baḻa

  • ସଂ. ବି. ( 6 ଷ୍ଠୀ ତତ୍) — ଶତ୍ରୁର ପରାକ୍ରମ ବା କ୍ଷମତା — The strength of one's adversary
  • ସଂ. ବି. ( 6 ଷ୍ଠୀ ତତ୍) — ଶତ୍ରୁପକ୍ଷର ସେନା — The army of the enemy; the enemy's forces