ରିପୋଟ୍ଦାର୍ Reporṭ dār

  • ବୈଦେ. ପ୍ରାଦେ (ପୁରୀ) ବି — (ଓଡ଼ିଶାର ସାବକ ବନ୍ଦୋବସ୍ତ ସମୟରୁ ପ୍ରଚଳିତ ଶବ୍ଦ; ଇଂ ରିପୋର୍ଟ+ଫା. ପ୍ରତ୍ୟୟ ଦାର୍)—ପୁରୀଜିଲ୍ଲା ରାହାଙ୍ଗ ଶାସନର ଟଙ୍କି ଖଜଣାମାନ ସମସ୍ତ ଟଙ୍କିଦାରଙ୍କଠାରୁ ଆଦାୟ କରି ଗ୍ରାମର ଯେଉଁ ମୁଖ୍ୟ ବ୍ଯକ୍ତି ଜମିଦାରଙ୍କ ନିକଟରେ ସମସ୍ତ ଟଙ୍କିଦାରଙ୍କ ପକ୍ଷରୁ ଦାଖଲ କରୁଥିଲେ — Representatives of the village commu- nity who used to deposit the quitrent of Sasan villages of the Puri district to the superior landlord
  • ବୈଦେ. ପ୍ରାଦେ (ପୁରୀ) ବି — [ଦ୍ର—ପୂର୍ବେ ଗୋତ୍ରଏ ଟଙ୍କି ବାହେଲ୍ ମଉଜାର ସମସ୍ତ ଜମିର ଟଙ୍କି ଖଜଣା ପାଇଁ ଶାସନର ସମସ୍ତ ଟଙ୍କିଦାରଙ୍କଠାରୁ ନ ନେଇ କେବଳ ଦାନାଧ୍ୟକ୍ଷଙ୍କ ବଂଶଧରଙ୍କଠାରୁ ଇଂରାଜ ଗଭର୍ଣ୍ଣମେଣ୍ଟ କବୁଲିୟତ୍ ଲେଖାଇ ନେଉଥିଲେ।]