ରିପଟାର୍ Ripiṭār

  • ବୈଦେ. ବି. (ଇଂ. ରିପୀଟର) — ଏକ ପ୍ରକାର ପକେଟ୍ ଘଡ଼ି ବା ୱାଚ୍ — A repeater; a repeating watch
  • ବୈଦେ. ବି. (ଇଂ. ରିପୀଟର) — [ଦ୍ର—ଏ ୱାଚରେ ଘଣ୍ଟି ବାଜିବାର କଳ ଥାଏ। ଏ ଘଡ଼ିର ବିଶେଷତ୍ୱ ଏହି କି ଯେତେବେଳେ ଇଚ୍ଛା ସେତେବେଳେ ଏଥିର ଷ୍ପ୍ରିଙ୍ଗ୍କୁ ଟିପି ଦେଲେ ସେତେବେଳେ କେତୋଟା ବାଜିଛି, ତାହା ପୁଣି ଘଣ୍ଟିରେ ବାଜିଯାଏ।]