ରିଣ କରିବା Riṇa karibā

  • ଦେ. କ୍ରି (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) — ଋଣ କରିବା — To borrow
  • ଦେ. କ୍ରି (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) — (ଉ—ଏଇଟି ବୋଇଲା କିସ କରିବା? ଏଇଟି ବୋଇଲା କାହୁଁ ଆଣିବା? ଏଇଟି ବୋଇଲା କାହୁଁ ସୁଝିବା? ଏଇଟି ବୋଇଲା ରିଣ କରିବା? ବୁଢ଼ା ମିଆଁ ଥାଇଁ ବୋଇଲା, ଖାଇବା, ପିଇବା, ପଳେଇବା— ଆଙ୍ଗୁଠିମାନଙ୍କ ସମ୍ବନ୍ଧେ ଶିଶୁଗୀତ।)