ରିତୁ Ritu

  • ଗ୍ରା. ବି (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) (ସଂ. ଋତୁ; ପ୍ରା ରିତୁ) — ଋତୁ — Season of the year;
  • ଗ୍ରା. ବି (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) (ସଂ. ଋତୁ; ପ୍ରା ରିତୁ) — ସ୍ତ୍ରୀଙ୍କ ଋତୁସ୍ରାବ — Menstruation
  • ଗ୍ରା. ବି (ବଙ୍ଗଳା ଓ ହିନ୍ଦି ଉଚ୍ଚାରଣରୁ ଅନୁକୃତ) (ସଂ. ଋତୁ; ପ୍ରା ରିତୁ) — ସ୍ତ୍ରୀଙ୍କ ଋତୁକାଳ — Period of the Menses