ରିକ୍ଥଗ୍ରାହୀ Riktha grāhī

  • ସଂ. ବିଣ. ପୁଂ.—(ରିକ୍ଥ+ଗ୍ରହ୍ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଇନ୍, 1 ମା, 1 ବ) — ଯେ ଧନ ଗ୍ରହଣ କରେ; ଧନଗ୍ରାହୀ — Taking riches or property
  • ସଂ. ବିଣ. ପୁଂ.—(ରିକ୍ଥ+ଗ୍ରହ୍ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଇନ୍, 1 ମା, 1 ବ) — ଅର୍ଥଗ୍ରାହୀ — Accepting riches
  • ବି — ସଂପତ୍ତିର ଉତ୍ତରାଧିକାରୀ; ଦାୟାଦ — Heir; successor; inheritor