ରିକ୍ତ ହସ୍ତ Rikta hasta
- ସଂ. ବି (ରିକ୍ତ+ହସ୍ତ; କର୍ମଧାରୟ) — ଶୂନ୍ଯ ହସ୍ତ — Empty hand
- ସଂ. ବି (ରିକ୍ତ+ହସ୍ତ; କର୍ମଧାରୟ) — ଯେଉଁ ହାତ ମଧ୍ୟରେ କିଛି ଧନ ନ ଥାଏ; ଅର୍ଥଶୂନ୍ଯ ହାତ — A hand which contains no money
- ବିଣ. ପୁଂ. (ବହୁବ୍ରୀହି) — ଯାହାର ହାତରେ କିଛି ଧନ ନ ଥାଏ — Empty-handed
- ବିଣ. ପୁଂ. (ବହୁବ୍ରୀହି) — ନିର୍ଦ୍ଧନ — Poor; destitute