ରିକାଇବା Rikaibā

  • ଦେ. କ୍ରି (ସଂ. ରିଚ୍ ଧାତୁ) — ରିକ୍ତ କରିବା; ଶୂନ୍ଯ କରିବା — To empty
  • ଦେ. କ୍ରି (ସଂ. ରିଚ୍ ଧାତୁ) — ପାତ୍ରାଦିରୁ ପଦାର୍ଥ ଢାଳି ଦେବା — To pour out anything from a pot