ରିଂ ସାଇଜ୍ Riṁ sāij

  • ବୈଦେ. ବି (ବଣିଆ ଶବ୍ଦ, ଇଂ.) — ମୁଦି ତିଆରି କରିବା ପାଇଁ ଆଙ୍ଗୁଠିରୁ ମାପନେବାର ଭିନ୍ନ ଭିନ୍ନ ମାପ ବିଶିଷ୍ଟ କେତେକ କଡ଼ିର ସମଷ୍ଟି ବା ପେନ୍ଥା — Ring size