ରାୟ ରାମାନନ୍ଦ Rāya rāmānanda

  • ଦେ. ବି. (ନାମ) — ଶ୍ରୀ ଚୈତନ୍ୟ ଦେବଙ୍କ ସମସାମୟିକ ଜଣେ ପ୍ରସିଦ୍ଧ ବିଷ୍ଣୁଭକ୍ତ ସଂସାରୀ ବ୍ଯକ୍ତି — Name of a devout Ba̲i̱shṇaba (by caste Karaṇa of Orissa) who was the Governor of the Godavari district under Pratāprudra Deba, the then king of Orissa
  • ଦେ. ବି. (ନାମ) — [ଦ୍ର—ଏ ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବଙ୍କର ଗୋଦାବରୀ ନିକଟସ୍ଥ ପ୍ରଦେଶର ଶାସନକର୍ତ୍ତା ଥିଲେ; ଏ ଜଣେ ପରମ ବିଷ୍ଣୁଭକ୍ତ ବୋଲି ଶ୍ରୀ ଚୈତନ୍ୟଦେବ ନିଜେ ସ୍ୱୀକାର କରିଥିଲେ। ଚୈତନ୍ୟ ଦେବଙ୍କର 3.5 (ସାଢ଼େ ତିନି) ଜଣ ଭକ୍ତଙ୍କ ମଧ୍ୟରୁ ଏ ଜଣେ। ଏ ଜାତିରେ ଓଡ଼ିଆ କରଣ ଥିଲେ। — [ଦ୍ର—ଏ ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବଙ୍କର ଗୋଦାବରୀ ନିକଟସ୍ଥ ପ୍ରଦେଶର ଶାସନକର୍ତ୍ତା ଥିଲେ; ଏ ଜଣେ ପରମ ବିଷ୍ଣୁଭକ୍ତ ବୋଲି ଶ୍ରୀ ଚୈତନ୍ୟଦେବ ନିଜେ ସ୍ୱୀକାର କରିଥିଲେ ଚୈତନ୍ୟ ଦେବଙ୍କର3.5(ସାଢ଼େ ତିନି) ଜଣ ଭକ୍ତଙ୍କ ମଧ୍ୟରୁ ଏ ଜଣେ ଏ ଜାତିରେ ଓଡ଼ିଆ କରଣ ଥିଲେ
  • ଦେ. ବି. (ନାମ) — ଏ ଯୁଦ୍ଧରେ କୃତିତ୍ୱ ଦେଖାଇ ପ୍ରତାପରୁଦ୍ର ରାଜାଙ୍କଠାରୁ 'ରାୟ' ଉପାଧି ପାଇଥିଲେ। ଏ 'ଜଗନ୍ନାଥବଲ୍ଲଭ' ନାମକ ଖଣ୍ଡିଏ ସଂସ୍କୃତ ନାଟକ ଲେଖିଥିଲେ। ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]