ରାୟ ବାହାଦୁର Rāya bāhādur

  • ଦେ. ବି. — ବଡ଼ଲାଟଙ୍କ ଦ୍ୱାରା ଭାରତୀୟ ହିନ୍ଦୁ ବ୍ଯକ୍ତିଙ୍କୁ ସାଧାରଣ କାର୍ଯ୍ଯରେ ମମତା ଦେଖାଇବା ଯୋଗୁଁ ଦିଆଯିବା ବ୍ଯକ୍ତିଗତ ପ୍ରତିଷ୍ଠାସୂଚକ ପଦବୀ — Rai Bahadur; a personal distinction of title conferred on public spirited Hindus by the Viceroy of India
  • ଦେ. ବି. — [ଦ୍ର—ଏହା 'ରାଏ ସାହେବ' ଉପାଧିଠାରୁ ଉଚ୍ଚତର ଓ 'ରାଜା' ଉପାଧିଠାରୁ ନିମ୍ନତର। ବଙ୍ଗ, ବିହାର ଆଦି ପ୍ରଦେଶରେ ଏ ଉପାଧି ଦିଆଯାଏ। ମାନ୍ଦ୍ରାଜ ପ୍ରଦେଶରେ ଏ ଉପାଧିର ସମକକ୍ଷ ଉପାଧି 'ରାଓ ବାହାଦୁର'। ମୁସଲମାନ୍— ମାନଙ୍କ ପ୍ରତି ଏଥିର ସମକକ୍ଷ ଉପାଧି 'ଖାଁ ବାହାଦୁର' ଅଟେ।]