ରାଡ଼ୁରାଡ଼ୁ Rāṟḍ̠urāṟḍ̠u

  • ଦେ. ଅ (ଧ୍ୱନ୍ୟନୁକରଣ) — ହାଡ଼ ଆଦିକୁ ଚୋବାଇବାର ବା ରେକେଟିବାର ଶବ୍ଦ — Grating sound of chewing bones
  • ଦେ. ଅ (ଧ୍ୱନ୍ୟନୁକରଣ) — (ଯଥା—କୁକୁର ହାଡ଼ ମାଉଁସକୁ ରାଡ଼ୁ ରାଡ଼ୁ ଚୋବାଉ ଅଛି।)
  • ଦେ. ଅ (ଧ୍ୱନ୍ୟନୁକରଣ) — [ରାଡ଼ୁ ମା(ରା)ଡ଼ୁଆ—ବିଣରୂପ।]
  • ଦେ. ଅ (ଧ୍ୱନ୍ୟନୁକରଣ) — [ରାଡ଼ୁ ମାଡ଼ୁ ଅପେକ୍ଷା ରାଡ଼ୁରାଡ଼ୁ କର୍କଶତର।]