ରାଡ଼ୁରାଡ଼ୁଆ Rāṟḍ̠urāṟḍ̠uā
- ଦେ. ବିଣ (ଧ୍ୱନ୍ୟନୁକରଣ) — ଚୋବାଇବା ପାଇଁ କଠିନ (ବହୁବସ୍ତୁ; ଯଥା—ଗୁଆ, ବାଲିଗରଡ଼ା) — Rough to the taste
- ଦେ. ବିଣ (ଧ୍ୱନ୍ୟନୁକରଣ) — [ଦ୍ର—ବାଲି, କୁଣ୍ଡା ଆଦି ପାଟିକୁ ରାଚ(ଜ)— ରାଚୁ(ଜୁ)ଆ ଲାଗେ; କିନ୍ତୁ ତାଠାରୁ ବଡ଼ ଟାଣୁଆ ଜିନିସ (ଯଥା—ଗୋଟାଗୁଆ, ବାଲିଗରଡ଼ା)ରାଡ଼୍ ରାଡ଼ୁଆ ଲାଗେ।]