ରାହୁ ରେଖା Rāhu rekhā

  • ଦେ. ବି — କପାଳର ମଧ୍ୟଭାଗରେ ସୁନ୍ଥା ମଧ୍ୟରେ ପିନ୍ଧା- ଯିବା ସୁନାର ଅଳଙ୍କାର — An ornament for the head of women
  • ଦେ. ବି — (ଉ—କପାଳେ ସୁବର୍ଣ୍ଣ ରାହୁରେଖା ଝଲକ। ଦୀନକୃଷ୍ଣ. ରସକଲ୍ଲୋଳ।)