ରାହୁ ମୁକ୍ତ Rāhu mukta

  • ସଂ. ବିଣ. ( 5 ମୀ ତତ୍) — ରାହୁ ଗ୍ରାସରୁ ବା ରାହୁ ଗ୍ରହଣରୁ ମୁକ୍ତି ପ୍ରାପ୍ତ (ଚନ୍ଦ୍ର ବା ସୂର୍ଯ୍ୟ); ଗ୍ରହଣରୁ ମୋକ୍ଷ— ପ୍ରାପ୍ତ — Freed from eclipse (sun or moon)