ରାହୁ ଦଶା Rāhu daṡā

  • ସଂ. ବି. (ଜ୍ୟୋତିଷ) — କେରଳ ଗଣନା କ୍ରମେ ମନୁଷ୍ୟର ପରମାୟୁ କାଳ ମଧ୍ୟରେ ପଡ଼ିବା ରାହୁ ଗ୍ରହର ଦଶା; (ଏଥିର ଭୋଗକାଳ 18 ବର୍ଷ; ଏ ଦଶା ମଙ୍ଗଳ ଦଶା ପରେ ଓ ବୃହସ୍ପତି ଦଶା ପୂର୍ବରୁ ପଡ଼େ) — କେରଳ ଗଣନା କ୍ରମେ ମନୁଷ୍ୟର ପରମାୟୁ କାଳ ମଧ୍ୟରେ ପଡ଼ିବା ରାହୁ ଗ୍ରହର ଦଶା; (ଏଥିର ଭୋଗକାଳ18ବର୍ଷ; ଏ ଦଶା ମଙ୍ଗଳ ଦଶା ପରେ ଓ ବୃହସ୍ପତି ଦଶା ପୂର୍ବରୁ ପଡ଼େ)—The period of a man's life in which the planet Rahu is supreme