ରାହାବାଡ଼ି Rāhābāṟḍ̠i

  • ପ୍ରାଦେ. (ଗଞ୍ଜାମ) ବି — ଭୂମିକୁ ଚାଷ କରୁଥିବା ପ୍ରଜାଠାରୁ ଭୁସ୍ୱାମୀଙ୍କ ପ୍ରାପ୍ୟ ରାଜସ୍ୱ ବା ଖଜଣା; ଆଦାୟ ଜମା — Land revenue; rent payble to the landlord for the use of land