ରାହା ଦେବା Rāhā debā

  • ଦେ. କ୍ରି — ବାଟ ଛାଡ଼ି ଦେବା — To make way for one
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ସ୍ଥାନ ବା ଆଶ୍ରୟ ଦେବା — To give shelter to a person or let a person occupy a space
  • ଦେ. କ୍ରି — (ଉ—ଏ ଗାଆଁ ବାଲାଯାକ କେହି ମତେ ଟିକିଏ ରାହା ଦେଲେ ନାହିଁ।)