ରାସ୍ତା ମାଡ଼ିବା Rāstā maṟḍ̠ibā

  • ଦେ. କ୍ରି. (ଲକ୍ଷଣାର୍ଥ) — କୌଣସି ପନ୍ଥା ଅବଲମ୍ବନ କରିବା — To pursue a course
  • ଦେ. କ୍ରି. (ଲକ୍ଷଣାର୍ଥ) — (ଯଥା—ମୁଁ ଯେତେ କୌଶଳ କଲି, ସେ ମୋ ରାସ୍ତା ମାଡ଼ିଲା ନାହିଁ।)