ରାସ୍ତା ପଡ଼ିବା Rāstā paṟḍ̠ibā

  • ଦେ. ବି. — ନୂତନ ରାସ୍ତା ନିର୍ମିତ ହେବା — (A road) Being built or constructed
  • ଦେ. ବି. — (ଯଥା—ବର୍ତ୍ତମାନ ଡିଷ୍ଟ୍ରିକ୍ଟବୋଡ଼ ତରଫରୁ କଟକଠାରୁ ବିଡ଼ାନାସି ପର୍ଯ୍ୟନ୍ତ ଗୋଟିଏ ରାସ୍ତା ପଡ଼ୁଛି।)
  • ଦେ. ବି. — ବହୁ କାଳରୁ ରାସ୍ତା ବିଦ୍ୟମାନ ଥିବା — (A road) Being in existence
  • ଦେ. ବି. — (ଯଥା—କଟକଠାରୁ ପୁରୀ ପର୍ଯ୍ୟନ୍ତ ସିଧା ରାସ୍ତା ପଡ଼ିଛି; ଯେ ଯିବାର ସେ ଆଖି ବୁଜି ଚାଲି ଯାଅ।)
  • ଦେ. ବି. — ରାସ୍ତାର ବା ପଥର ଆରମ୍ଭ — Beginning of a road
  • ଦେ. ବି. — [ଯଥା—କଟକ ଠାରୁ ପୂର୍ବକୁ 25 ମାଇଲ୍ ପକ୍କାରାସ୍ତା; ସେଠାରୁ କଳା ରାସ୍ତା ପଡ଼ିବ; କନ୍ଦରପୁରଠାରୁ ମାଛଗାଁ ରାସ୍ତା ପଡ଼ିଲା; ମହାନଦୀ ପାର ହେଲେ ଜଙ୍ଗଲ ରାସ୍ତା ପଡ଼େ) — [ଯଥା—କଟକ ଠାରୁ ପୂର୍ବକୁ25ମାଇଲ୍ ପକ୍କାରାସ୍ତା; ସେଠାରୁ କଳା ରାସ୍ତା ପଡ଼ିବ; କନ୍ଦରପୁରଠାରୁ ମାଛଗାଁ ରାସ୍ତା ପଡ଼ିଲା; ମହାନଦୀ ପାର ହେଲେ ଜଙ୍ଗଲ ରାସ୍ତା ପଡ଼େ)
  • ଦେ. ବି. — ରାସ୍ତା ଲୋକଙ୍କ ଗମନାଗମନ ବନ୍ଦ ହେବା — (A road) Being closed
  • ଦେ. ବି. — (ଯଥା— ଢେଙ୍କାନାଳରେ ପଟାହାରିଆ ମହାବଳ ମାତିବାରୁ ସେ ରାସ୍ତା ଚାରିମାସ ହେଲା ପଡ଼ିଲାଣି।)