ରାସ୍ତା ପକାଇବା Rāstā pakāibā

  • ଦେ. କ୍ରି. — ନୂଆ ରାସ୍ତା ପ୍ରସ୍ତୁତ କରିବା — To make a new road
  • ଦେ. କ୍ରି. — ରାସ୍ତାକୁ ବନ୍ଦ କରି ଦେବା; କୌଣସି ରାସ୍ତା ବାଟେ ଲୋକଙ୍କ ଯିବା ସ୍ଥଗିତ କରିବା — To close up a road