ରାସ୍ତା ଧରିବା Rāstā dharibā

  • ଦେ. କ୍ରି. — ନିର୍ଦ୍ଦିଷ୍ଟ ପଥରେ ଯିବା — To take a road; to travel on a particular road; to wend one's way
  • ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସାଧନାର୍ଥ ପନ୍ଥା ବା ମାର୍ଗ ଅବଲମ୍ବନ କରିବା — To follow a means to an end