ରାସେଶ୍ୱରୀ Rāseṡwarī

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ଶ୍ରୀରାଧା; ରାଧିକା — Rādhikā, the central female figure in Rāsa
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females