ରାସାୟନିକ Rāsāyanika

  • ସଂ. ବିଣ (ରସାୟନ+ଇକ) — ରସାୟନ ସମ୍ବନ୍ଧୀୟ — Relating to chemistry
  • ସଂ. ବିଣ (ରସାୟନ+ଇକ) — ଦୁଇ ଦ୍ରବ୍ୟର ପରମାଣୁର ଘନିଷ୍ଠ ମିଳନ ସମ୍ବନ୍ଧୀୟ — Chemical