ରାସାୟନିକ ସମ୍ମେଳନ Rāsāyanika sammeḻana

  • ସଂ. ବି (ଆଧୁନିକ ବିଜ୍ଞାନ ପରିଭାଷା) — ଦୁଇଟି ବସ୍ତୁର ପରସ୍ପର ମିଳିତ ହେବାଦ୍ୱାରା ତଦୀୟ ପରମାଣୁମାନଙ୍କର ପ୍ରକୃତିପରିବର୍ତ୍ତନଜନିତ ମିଶ୍ରଣ — Chemical combination or synthesis