ରାସାୟନିକ କ୍ରିୟାଜନିତ ସ୍ଥିତିଗତି Rāsāyanika kriyājanita sthitigati

  • ସଂ. ବି (ଆଧୁନିକ ବିଜ୍ଞାନ ପରିଭାଷା — ରାସାୟନିକ କ୍ରିୟାଫଳରେ ଉଦ୍ଭିଦମାନଙ୍କର ଅବସ୍ଥାନ, ଗତି ବା କ୍ରିୟା — Chemotropism