ରାସ ମଣ୍ଡଳ Rāsa maṇdaḻa
- ସଂ. ବି. — ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଚାରିପାଖ ବେଢ଼ି ନାଚୁଥିବା 16 ସହସ୍ର କୃଷ୍ଣଗୋପୀଙ୍କ ମଣ୍ଡଳ। — ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଚାରିପାଖ ବେଢ଼ି ନାଚୁଥିବା6ସହସ୍ର କୃଷ୍ଣଗୋପୀଙ୍କ ମଣ୍ଡଳ. A circle formed, having Rādhā Kṛushṇa in the middle, surrounded by a circle of 6000 Gopīs with one Kṛushṇa each
- ସଂ. ବି. — ବୈକୁଣ୍ଠରେ ବା ଗୋଲୋକଧାମରେ ଭଗବାନ୍ କରୁଥିବା ରାସକ୍ରୀଡ଼ାର ପରିଧି ବା ସୀମା — The limit of the circle occupied by the Rāsa pastime in Paradise