ରାଷ୍ଟ୍ରୀୟ Rāshṭrīya

  • ସଂ. ବି (ରାଷ୍ଟ୍ର+ଇୟ, ଈୟ) — ରାଜ୍ୟ ସମ୍ବନ୍ଧୀୟ — Relating to a realm
  • ସଂ. ବି (ନାଟ୍ୟୋକ୍ତି) — ରାଜ ଶ୍ୟାଳକ; ରାଜାଙ୍କ ସମ୍ବନ୍ଧୀ ବା ଶ୍ୟାଳକ — The brother of a king's queen