ରାଶ୍ ତୁଫାରୀ Rāṡ tuphārī

  • ବୈଦେ. ବି. ନାମ (ଆମ୍ହାରିକ୍ ଭାଷା—ରାଶ୍=ରାଜପୁତ୍ର +ତୁଫାରୀ) — ଆବିସିନିଆର ସମ୍ରାଟ୍ ହେଲୀ ସେଲିସୀ (ଦେଖ) — Helī Selisī (See); the Emperor of Abyssinia who was forcibly driven out of the kingdom by Italy in 1936