ରାଶ୍ ଛାଡ଼ିବା Rāṡ chhāṟḍ̠ibā
- ଦେ. କ୍ରି — ଘୋଡ଼ାର ଲଗାମକୁ ଶ୍ଳଥ କରିବାଦ୍ୱାରା ଘୋଡ଼ାକୁ ଚାଲିବାକୁ ସ୍ୱାଧୀନତା ଦେବା — To loosen the reins of a horse
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ନିୟନ୍ତ୍ରିତ ନ କରିବା — (figurative) To give long reins to a person; not to keep a person under one's control