ରାଶି ନାମ Rāṡi nāma
- ସଂ. ବି — ଯେଉଁ ରାଶିରେ ଯେ ଜନ୍ମ ହୋଇଥାଏ ସେହି ରାଶିର ଜ୍ୟୋତିଷୋକ୍ତ ନିୟମ ଅନୁସାରେ ସେ ବ୍ଯକ୍ତିର ଯେଉଁ ନାମ ହେବା ଉଚିତ — Name of a person which is proper to be given to him according to the zodiacal sign of his birth
- ସଂ. ବି — (ଦ୍ର—ଲୋକକୁ ଯେଉଁ ନାମରେ ଡକାଯାଏ ତାକୁ ମାତା ପିତାଦି ଶ୍ରଦ୍ଧାରେ ଦିଅନ୍ତି ବୋଲି ତାହାକୁ ଶ୍ରଦ୍ଧା ନାମ ବା ଡାକନାମ ବୋଲାଯାଏ।)