ରାମ୍ପୁଡ଼ିବା ବିଦାରିବା Rāmpuṟḍ̠ibā bidāribā

  • ଦେ. କ୍ରି. (ଏକାର୍ଥକ ସହଚର) — ବହୁବାର ବା ଜୋର୍ପୂର୍ବକ ନଖ ଦ୍ୱାରା ରାମ୍ପିବା — To scratch with nails several times; to scratch and pierce with the nails