ରାମ୍ପୁଡ଼ିବା କାମୁଡ଼ିବା Rāmpuṟḍ̠ibā kāmuṟḍ̠ibā

  • ଦେ. କ୍ରି. (ସହଚର) — ନଖାଘାତ ଓ ଦନ୍ତାଘାତ କରିବା; ନଖ ଓ ଦନ୍ତ ଦ୍ୱାରା ବିଦାରିବା — To scratch with nails and bite with teeth
  • ଦେ. କ୍ରି. (ସହଚର) — [ଉ—ଏହା କହି ନଖରେ ଥଣ୍ଟରେ ରାବଣକୁ ରାମ୍ପୁଡ଼ି କାମୁଡ଼ି ଅସ୍ତବ୍ୟସ୍ତ କରି ପକାଇଲା। ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ।]