ରାମାଶାମା Rāmāṡāmā

  • ଦେ. ବି (ବହୁବଚନ) — ନଗଣ୍ୟ ବ୍ଯକ୍ତିଗଣ — A number of men of straw; men of no consequence
  • ଦେ. ବି (ବହୁବଚନ) — [ଦ୍ର—ଆମ ଦେଶରେ ଅଧିକାଂଶ ଲୋକଙ୍କୁ ରାମ ଓ ଶ୍ୟାମ ନାମ ଦିଆଯାଏ; ଏଥିପାଇଁ ରାମାଶାମା କହିଲେ ସାଧାରଣନଗଣ୍ୟ ବ୍ଯକ୍ତିକୁ ବୁଝାଏ।]