ରାମାବତାର Rāmābatāra
- ସଂ. ବି — ବିଷ୍ଣୁଙ୍କର ତ୍ରେତାଯୁଗରେ ଅଯୋଧ୍ୟାରାଜ ଦଶରଥଙ୍କ ଜ୍ୟେଷ୍ଠପୁତ୍ରରୂପେ ଜାତ ହୋଇ ରାବଣାଦି ରାକ୍ଷସମାନଙ୍କୁ ନିଧନ କରିଥିବା ଅବତାର। (ଏହା ବିଷ୍ଣୁଙ୍କର 10 ଅବତାର ମଧ୍ୟରୁ 7 ମ ଅବତାର) — ବିଷ୍ଣୁଙ୍କର ତ୍ରେତାଯୁଗରେ ଅଯୋଧ୍ୟାରାଜ ଦଶରଥଙ୍କ ଜ୍ୟେଷ୍ଠପୁତ୍ରରୂପେ ଜାତ ହୋଇ ରାବଣାଦି ରାକ୍ଷସମାନଙ୍କୁ ନିଧନ କରିଥିବା ଅବତାର (ଏହା ବିଷ୍ଣୁଙ୍କର0ଅବତାର ମଧ୍ୟରୁ7ମ ଅବତାର)— . The seventh incarnation of Bishṇu on the earth as Rāmachandra
- ସଂ. ବି — ତ୍ରେତା ଯୁଗରେ ବିଷ୍ଣୁଙ୍କର ଜମଦଗ୍ନିଋଷିଙ୍କ ପୁତ୍ରରୂପେ ପରଶୁରାମ ଅବତାର ( 6 ଷ୍ଠ ଅବତାର) — ତ୍ରେତା ଯୁଗରେ ବିଷ୍ଣୁଙ୍କର ଜମଦଗ୍ନିଋଷିଙ୍କ ପୁତ୍ରରୂପେ ପରଶୁରାମ ଅବତାର (6ଷ୍ଠ ଅବତାର)—. Bishṇu's sixth incarnation as Paraṡurāma
- ସଂ. ବି — ଦ୍ୱାପର ଯୁଗରେ ବିଷ୍ଣୁଙ୍କର ବଳରାମ ବା ରାମକୃଷ୍ଣରୂପରେ ବସୁଦେବଙ୍କ ପୁତ୍ରରୂପେ ଅଷ୍ଟମ ଅବତାର — Bishṇu's eighth incarnation as Baḻarāma